ସ୍ମାରକର ପ୍ରକାର: ହିନ୍ଦୁ ସ୍ମାରକ
ସ୍ମାରକ ନାମ: ଭୈରଙ୍ଗେଶ୍ୱର ମନ୍ଦିର
ସୂଚନା ଓ ତାରିଖ:
ଭୌଗୋଳିକ ସ୍ଥାନାଙ୍କ:
ତାରିଖ / ଯୁଗ: ୮ମ ଶତାବ୍ଦୀ
ଅବସ୍ଥିତି: ଧୌଳି, ଭୁବନେଶ୍ୱର
ଜିଲ୍ଲା: ଭଦ୍ରକ
ଭୈରଙ୍ଗେଶ୍ୱର ମନ୍ଦିର, ଭଦ୍ରକ
ଭୃ ବଙ୍ଗଶ୍ୱର ଶିବ ମନ୍ଦିର ବହଉଛି୮ମ ଶତୋବ୍ଦୀର ଏକ ହନ୍ଦିୁମନ୍ଦିର ଯୋହୋ ଧଉଳିପୋଦବଦଶବର ଏବଂ ଦୟୋ ନଦୀର ବୋମ କୂଳବର, ଭୁବବନଶ୍ୱରର ଦେିଣ-ପୂବଗ ଉପକଣ୍ଠ ଖଟୁଆପଡୋ ଗ୍ରୋମବର ଅବସ୍ଥିତ। ମନ୍ଦିରଟିପଶ୍ଚିମ ଆଡକୁମୁହଁୋଇଛିଏବଂ ବଦବତୋ ଏକ ବୃର୍ତ୍ତୋକୋର ବଯୋନିପିଠ ଯୋହୋର ମଧ୍ୟଭୋଗବର ଏକ ଗୋତ ଅଛି। ମନ୍ଦିରଟିହୋଲୁକୋ ଧୂସର ବୋଲିପଥରବର ତିଆରି। ପବୂ ଗସୋମଗ୍ରୀ ବୟବହୋର କରିମନ୍ଦିରଟିତଳୁଉପର ପଯଗୟନ୍ତ ପୁନଃନମିଗୋଣ କରୋଯୋଇଛି। ଏହିମନ୍ଦିର ବର୍ତ୍ତଗମୋନ ଓଡିଶୋ ରୋଜୟ ପ୍ରତ୍ନତତ୍ତ୍ୱର ସୁରେୋ ଅଧୀନବର ଅଛି। ଏଠୋବର ଶିବରୋତ୍ରି, କୋର୍ତ୍ତିକ ପୂର୍ଣ୍ିମୋ, ରୋଜୋ ସଂକ୍ରୋନ୍ତି, ଜଳଶୟ ଉତ୍ସବ ଭଳିବିଭିନ୍ନ ରୀତିନୀତିଏବଂ ପବଗପୋଳନ କରୋଯୋଏ।