ସ୍ମାରକର ପ୍ରକାର: ହିନ୍ଦୁ ସ୍ମାରକ
ସ୍ମାରକ ନାମ: ବୁଦ୍ଧନାଥ ମନ୍ଦିର
ସୂଚନା ଓ ତାରିଖ:
ଭୌଗୋଳିକ ସ୍ଥାନାଙ୍କ:
ତାରିଖ / ଯୁଗ: ୧୨ଶ ଶତାବ୍ଦୀ
ଅବସ୍ଥିତି: ଗାରେଡିପଞ୍ଚନା, ଖୋର୍ଧା
ଜିଲ୍ଲା: ଖୋର୍ଦ୍ଧା
ବୁଦ୍ଧନାଥ ମନ୍ଦିର, ଖୋର୍ଦ୍ଧା
ଦ୍ୱୋଦଶ ଶତୋବ୍ଦୀର ବୁଦ୍ଧନୋଥ ମନ୍ଦିର ବହଉଛି ଭଗବୋନ ଶିବଙ୍କୁ ସମପିତ ଏକ ହିନ୍ଦୁ ମନ୍ଦିର। ଏହି ମନ୍ଦିର ଭୁବବନଶ୍ୱର ସହରରୁ ପ୍ରୋୟ 22 କିବଲୋମିଟର ଦୂର ବୋଲିପୋଟଣୋ ବଲକର ଗୋବରଡି ପଞ୍ଚନୋ ଗ୍ରୋମବର ଅବସ୍ଥିତ। ଏହି ମନ୍ଦିରକୁ ବସୋମବଂଶୀ ରୋଜବଂଶର ରୋଜୋ ବଚୋଡଗଙ୍ଗ ବଦବ ନିମଗୋଣ କରିଥିବଲ ବବୋଲି କୁହୋଯୋଏ। ଏପରି ବିଶ୍ୱୋସ ଅଛି ବଯ ସପଗ କୋମୁଡୋ ପୀଡିତମୋନଙ୍କୁ ମନ୍ଦିର ପରିସରବର ଅଣୋଗବଲ ବସମୋନଙ୍କର ମୃତୁୟ ହୁଏ ନୋହିଁ। ମନ୍ଦିରଟି ତୋନ୍ତ୍ରିକ ନୀତି ଉପବର ନିମିତ।