Govt of Odisha ASI Archaeology

ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ

ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ

ଓଡ଼ିଶା ସରକାର

Archaeology logo
କୌଣସି ନୋଟିସ୍ ମିଳିଲା ନାହିଁ ।

ଚନ୍ଦେଶ୍ୱର ମନ୍ଦିର ମହୋଦବ ମନ୍ଦିର

ସ୍ମାରକର ପ୍ରକାର: ହିନ୍ଦୁ ସ୍ମାରକ

ସ୍ମାରକ ନାମ: ଚନ୍ଦେଶ୍ୱର ମନ୍ଦିର ମହୋଦବ ମନ୍ଦିର

ସୂଚନା ଓ ତାରିଖ:

ଭୌଗୋଳିକ ସ୍ଥାନାଙ୍କ:

ତାରିଖ / ଯୁଗ: ୧୩ ଶତାବ୍ଦୀ

ଅବସ୍ଥିତି: ଗାରେଡିପଞ୍ଚନା, ଖୋର୍ଦ୍ଧା

ଜିଲ୍ଲା: ଖୋର୍ଦ୍ଧା

ଚନ୍ଦେଶ୍ୱର ମନ୍ଦିର ମହୋଦବ ମନ୍ଦିର

ଚନ୍ଦେଶ୍ୱର ମନ୍ଦିର ମହୋଦବ ମନ୍ଦିର , ଖୋର୍ଦ୍ଧା


ଚବଣ୍ଡଶ୍ୱର ମହୋବଦବ ମନ୍ଦିର ଭୁବବନଶ୍ୱର ଏବଂ ବ୍ରହ୍ମପୁର ମଧ୍ୟବର ଜୋତୀୟ ରୋଜପଥର ବୋମ ପୋଶ୍ୱଗବର ବଖୋଦ୍ଧଗୋରୁ ୨୮ ମୋଇଲ ଦୂରବର ଚବଣ୍ଡଶ୍ୱର ଗ୍ରୋମବର ଅବସ୍ଥିତ। ଏହୋ ଓଡିଶୋ ରୋଜୟ ପ୍ରତ୍ନତତ୍ତ୍ୱ ଅଧୀନବର ଏକ ସଂରେିତ ସ୍ମୋରକୀ। ମୁଖୟ ମନ୍ଦିର ପରିସରବର ଏକ ବରଖୋ ବଦଉଳ ଏବଂ ସମ୍ଭବତଃ ଏକ ପିରୋମିଡ୍ ଜଗବମୋହନ ଥିଲୋ, ବଯପରି କ୍ରମୋଙ୍କନ ବଦଖୋଯୋଉଛି। ପରିସରର ମୁଖୟ ପ୍ରବବଶ ଦ୍ୱୋର ପୂବଗ ପୋଶ୍ୱଗବର ଅବସ୍ଥିତ। ନିକଟବର୍ତ୍ତଗୀ କୁଣ୍ଡବର ଶରୀର ବଧୋଇବୋ ପବର ଭକ୍ତମୋବନ ସୋଧୋରଣତଃ ଏହି ଦ୍ୱୋର ବଦଇ ବଦବତୋଙ୍କ ନିକଟକୁ ଯୋଆନ୍ତି। ଜଗବମୋହନର ସମ୍ମୁଖ ଭୋଗବର ଥିବୋ ଆୟତୋକୋର ଗଠନବର ଅଷ୍ଟଭୁଜୋ ମହିଷୋମେିନୀ ଦୁଗଗୋଙ୍କୁ ଏହୋର ଭିତର ପଛ କୋନ୍ଥବର ଦୃଢ ଭୋବବର ସଂରେିତ କରୋଯୋଇଛି। ଏଠୋବର ଦୁଗଗୋ ମହିଷୋସୁର ରୋେସଙ୍କ ଉପବର ବଖୋଦିତ ବହୋଇଛନ୍ତି ଯିଏ ଏକ ତୀକ୍ଷ୍ଣ ଖଣ୍ଡୋ ଏବଂ ବୃର୍ତ୍ତୋକୋର ଢୋଲ ପିନ୍ଧି ଯୁଦ୍ଧ କରନ୍ତି। ଏହି ରୋେସଙ୍କୁ ମଣିଷ ଶରୀରବର ଏକ ମହିଷୋମୁଣ୍ଡ ସହିତ ଦଶଗୋଯୋଇଛି। ପ୍ରତୀକୋତ୍ମକ ଭୋବବର ଏପରି ମହିଷୋମେିନୀ ପ୍ରତିମୋଗୁଡିକୁ ସୋଧୋରଣତଃ ଓଡିଶୋ ଇତିହୋସର ବଭୌମକର ଯୁଗବର ସ୍ଥୋନିତ କରୋଯୋଇଛି। ସିନ୍ଦୁର ଲଗୋତୋର ପ୍ରବୟୋଗ ବଯୋଗଁୁ ତୋଙ୍କର ସୋଜସଜ୍ଜୋ ବପୋଷୋକ ଏବଂ ଅଳଙ୍କୋର ନଷ୍ଟ ବହୋଇଗଲୋଣି।

ଫଟୋ ଗ୍ୟାଲେରୀ – ଚନ୍ଦେଶ୍ୱର ମନ୍ଦିର ମହୋଦବ ମନ୍ଦିର

ଚନ୍ଦେଶ୍ୱର ମନ୍ଦିର ମହୋଦବ ମନ୍ଦିର