Govt of Odisha ASI Archaeology

ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ

ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ

ଓଡ଼ିଶା ସରକାର

Archaeology logo
କୌଣସି ନୋଟିସ୍ ମିଳିଲା ନାହିଁ ।

ଆଖଣ୍ଡଳମଣି ଶିବ ମନ୍ଦିର

ସ୍ମାରକର ପ୍ରକାର: ହିନ୍ଦୁ ସ୍ମାରକ

ସ୍ମାରକ ନାମ: ଆଖଣ୍ଡଳମଣି ଶିବ ମନ୍ଦିର

ସୂଚନା ଓ ତାରିଖ: ୧୮୩୦ ରୁ ୧୮୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ

ଭୌଗୋଳିକ ସ୍ଥାନାଙ୍କ: 20.8119785,86.6549855

ତାରିଖ / ଯୁଗ:

ଅବସ୍ଥିତି: ଆରଡ଼ି

ଜିଲ୍ଲା: ଭଦ୍ରକ

ଆଖଣ୍ଡଳମଣି ଶିବ ମନ୍ଦିର

ଆଖଣ୍ଡଳମଣି ଶିବ ମନ୍ଦିର, ଭଦ୍ରକ


ଆଖଣ୍ଡଳମଣି ଶିବ ମନ୍ଦିର ପବିତ୍ର ବୈତରଣୀ ନଦୀ କୂଳରେ ଏକ ମନୋରମ ସ୍ଥାନରେ ଅବସ୍ଥିତ। ଏଠାରେ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରାଯାଏ । ମନ୍ଦିର ଏବଂ ଜଗମୋହନ କଳିଙ୍ଗ ମନ୍ଦିର ଶୈଳୀ ଅନ୍ତର୍ଗତ ପିଢ଼ା କ୍ରମରେ ନିର୍ମିତ କରାଯାଇଛି । ପୂର୍ବତନ କନିକା ରାଜ୍ୟର ଭଞ୍ଜ ଶାସକ ପରିବାରର ରାଜାମାନଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଯାଇଛି । ଏହି ମନ୍ଦିର ନିର୍ମାଣରେ ବ୍ୟବହୃତ ପଥର ଯାଜପୁର ଜିଲ୍ଲାର ରତ୍ନଗିରି ଏବଂ ଉଦୟଗିରି ଅଞ୍ଚଳରୁ ବୈତରଣୀ ନଦୀ ଦେଇ ଅଣାଯାଇଥିବା କୁହାଯାଏ। ସର୍ପ କାମୁଡ଼ା ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୁସ୍ଥ କରିବାପାଇଁ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ଆସିଥାନ୍ତି । ଏହି ସ୍ମାରକ ତାହାର (ସପଗକୋମୁଡୋ ଦ୍ୱୋରୋ ଆକ୍ରୋନ୍ତ ବୟକ୍ତିଙ୍କୁସୁସ୍ଥ କରିବୋପୋଇଁଶ୍ରଦ୍ଧୋଳୁଏହିମନ୍ଦରିକୁଆସିଥୋନ୍ତି।) ।

ଧ୍ୱନି ଗାଇଡ୍ – ଆଖଣ୍ଡଳମଣି ଶିବ ମନ୍ଦିର

ଫଟୋ ଗ୍ୟାଲେରୀ – ଆଖଣ୍ଡଳମଣି ଶିବ ମନ୍ଦିର

ଆଖଣ୍ଡଳମଣି ଶିବ ମନ୍ଦିର